Duration 21:23

Bichitra Ramayana | ବିଚିତ୍ର ରାମାୟଣ -ଆଦ୍ୟକାଣ୍ଡ : ଅଷ୍ଟଚତ୍ୱାରିଂଶ ଛାନ୍ଦ- ଭାଗ-4 | Episode -37 | Sidharth

734 watched
0
30
Published 10 Oct 2021

ଏହି କାର୍ଯ୍ୟକ୍ରମ ଆପଣଙ୍କ Television ପରଦାରେ ମଧ୍ୟ ସୋମବାର ରୁ ଗୁରୁବାର ସକାଳ ୯ଟା ଏବଂ ସନ୍ଧ୍ୟା ୭ଟା ରେ ଦେଖି ପାରିବେ I ବିଚିତ୍ରରାମାୟଣ : (Episode No - 37) ଆଦ୍ୟକାଣ୍ଡ : ଅଷ୍ଟଚତ୍ୱାରିଂଶ ଛାନ୍ଦ - 4 ଗାୟକ : ଦୁଃଖିଶ୍ୟାମ ତ୍ରିପାଠୀ ପ୍ରବଚକ : ଶାନ୍ତନୁ କୁମାର ରଥ “ବିଚିତ୍ର ରାମାୟଣ”ହେଉଛି ବିଶ୍ୱନାଥ ଖୁଣ୍ଟିଆଙ୍କ ରଚିତ ସବୁଠୁ ଜନପ୍ରିୟ ଲୀଳା ରାମାୟଣ I ଏହାର ଭାଷା ଖୁବ ସରଳ ଏବଂ ଯେଉଁ ବୃତ୍ତରେଏହା ରଚିତ ହୋଇଛି ସେ ସ୍ୱର ଓଡ଼ିଆଙ୍କ ରକ୍ତରେ ମିଶି ରହିଛି I “Sidharth Bhakti” ଚ୍ୟାନେଲ୍ ‘ବିଚିତ୍ର ରାମାୟଣ' କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କ ଗାୟନ ସହିତ ପ୍ରବଚକ ସେ ସବୁର ରସାଳ ବ୍ୟାଖ୍ୟା କରିଥାନ୍ତି I ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth Bhakti” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth TV” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618. -------------------------------- Subscribe us on YouTube to watch clippings & promos of our All 3 Television Channels : 👉 Sidharth Bhakti : /c/SidharthBhakti 👉 SidharthTV: /c/SidharthTV 👉 Sidharth Gold : /c/SidharthGold ----------------------------------------------------------------- Enjoy & stay connected with us! 👉 Like us on Facebook: https://www.facebook.com/sidharthBhaktiOdia/ 👉 Like us on Instagram: https://www.instagram.com/sidharthbhakti/ ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Category

Show more

Comments - 4