Duration 7:27

ତୁଳସୀ ପୂଜା କରୁଥିଲେ, ବେକରେ ବସିଲା ଚୋଟ | City Plus

98 474 watched
0
523
Published 3 May 2022

ରାଜନୀତି କରିବାକୁ ବାହାରିଥିଲେ। ଜିତିଥିଲେ ଲୋକଙ୍କ ପ୍ରତିନିଧି ହୋଇଥାନ୍ତେ। ହେଲେ ଅନ୍ଧବିଶ୍ୱାସର ଜାଲରୁ ମୁକୁଳି ପାରି ନ ଥିଲେ। ନିର୍ବାଚନରେ ପତ୍ନୀ ତାଙ୍କର ହାରିଗଲେ। ହେଲେ ସ୍ୱାମୀ ବୁଝିଲେ ଭିନ୍ନ। ତାଙ୍କ ପତ୍ନୀଙ୍କୁ ଗୁଣି କରି ହରାଇ ଦିଆଯାଇଥିଲା। ଏହି ଅନ୍ଧବିଶ୍ୱାସ ତାଙ୍କୁ କ୍ରୋଧର ଏପରି ଏକ ସ୍ଥିତିରେ ପହଞ୍ଚାଇ ଦେଇଥିଲା ଯେ ସେ ହତ୍ୟା ପରି ଅପରାଧ କରାଇବାକୁ ବି ପଛାଇ ନ ଥିଲେ। Subscribe to CityPlus Odisha for more offbeat news and digest from around Odisha: /channel/UC85orSRNRJjruskGKA6HceA/ Like and Follow us on Facebook: https://www.facebook.com/CityPlusOdisha/ Subscribe to our Youtube Channel: /channel/UC85orSRNRJjruskGKA6HceA/ #CityPlus #OdishaLatestNews #CityPlusOdisha #Angul

Category

Show more

Comments - 15